ସରଲ୍‌ ଲେଖା

ଓଡ଼ିଆ ସାହିତ୍ୟ

ସରଲ୍‌ ଲେଖା
ଲେଖକ୍‌ମାନେ ନିଜେ ବନିଗଲେ ଲିପିର୍‌ ପହରାଦାର୍‌ ଉନିଆ ଲିପିର୍‌ ଟିକେ ବି ପ୍ରଭାବ୍‌ ନାଇଁପଡ଼େ ଦର୍‌କାର୍‌ ନିଜର୍‌ ଲିପିର୍‌ ମୂଲ୍‌ ଅକ୍ଷର୍‌ ସାଂଗେ ହଲଂତ୍‌, ଅନୁସ୍ବାର୍‌ ଲେଖ୍‌ଲା ବେଲେ ଜାନି ବୁଝି ସବୁ ଜହ କରୁଁ ବ୍ୟବହାର୍‌ ଗୁପାଗୁଂଦ୍‌ଲିଆ ଯୁକ୍ତାକ୍ଷର୍‌ ଯେତେ କରିଦେଲେଁ ଘାଏ ବାହାର୍‌ ସରଲ୍‌ ସଫା ସୁଂଦର୍‌ ଲେଖା ସଭେ କରିନେବେ ସ୍ବୀକାର୍‌

What's Your Reaction?

like

dislike

love

funny

angry

sad

wow